Content removal request!


LIVE | Indonesia Football Match Fight Updates | ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା | Odia News

LIVE | Indonesia Football Match Fight Updates | ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା | Odia News ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୨୭ଜଣ । ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା। କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ। #live #livenews #indonesiamatchfight #indonesia #news18odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews